bhubaneswarrajbhavan
କଣ୍ଟାଜାତୀୟ ଘର

କଣ୍ଟାଜାତୀୟ ଘର ଟି ୧୦ ଡିସେମ୍ବର,୨୦୦୯ ରେ ତତ୍କାଳୀନ ରାଷ୍ଟ୍ରପତି ଶ୍ରୀମତୀ ପ୍ରତିଭାଦେବୀସିଂ ପାଟିଲ ଙ୍କ ଦ୍ଵାରା ଉଦ୍ଘାଟନ ହୋଇଥିଲା। ଏଥିରେ ପ୍ରାୟ ୭୫ ଟି ଜାତିର ୩୦୨ ଟି ଗଛ ଅଛି।