ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ରାଜ ଭବନ ଶାଖା

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ରାଜ ଭବନ ଶାଖା ଡିସପେନସାରି ନିକଟରେ ଅବସ୍ଥିତ। ଏହା ରାଜ ଭବନ କର୍ମଚାରୀ ତଥା ସ୍ଥାନୀୟ ଅଞ୍ଚଳରେ ରହୁଥିବା ଲୋକଙ୍କୁ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇଥାଏ |